Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ସ୍ପେନ୍ ସହଯୋଗ ଲାଗି ସ୍ୱାକ୍ଷରିତ ଏମ୍ଓୟୁକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ-ସ୍ପେନ୍ ସହଯୋଗ ଲାଗି ସ୍ୱାକ୍ଷରିତ ହୋଇଥିବା ବୁଝାମଣପତ୍ର (MoU)କୁ ମଞ୍ଜୁରି ମିଳିଛି ।

ଏହି ଏମ୍ଓୟକୁ ଭାରତ ଏବଂ ସ୍ପେନ୍ ସମ୍ପର୍କରେ ଏକ ମାଇଲ ଖୁଣ୍ଟ ଭାବେ ଗ୍ରହଣ କରାଯାଇଛି ଏବଂ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଭାବବିନିମୟ ଲାଗି ଅପାର ସମ୍ଭବନା ସୃଷ୍ଟି ହେବ ।