ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମାକୁମାରୀ ପରିବାରର 80ତମ ବାର୍ଷିକୀ ସମାରୋହକୁ ମାର୍ଚ୍ଚ 26, 2017 ରେ ନୂଆଦିଲ୍ଲୀରୁ ଭିଡିଓ କନଫେରେନ୍ସିଙ୍ଗ ଜରିଆରେ ସମ୍ବୋଧିତ କରିଛନ୍ତି ।
ଆନ୍ତର୍ଜାତିକ ସମାବେଶ ଏବଂ ସାଂସ୍କୃତିକ ସମାରୋହକୁ ଭାରତ ତଥା ବିଦେଶରୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ଵାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଦାଦା ଲେଖରାଜଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବର୍ତ୍ତମାନ 100-ବର୍ଷ ବୟସରେ ମଧ୍ୟ ଦାଦି ଜାନକୀ ସମାଜ ସେବା ଜାରି ରଖିଥିବାରୁ ଏହାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ସଚ୍ଚା କର୍ମ ଯୋଗୀ ଭାବେ ଅଭିହିତ କରିଥିଲେ ।
ସୌର ଶକ୍ତି ଭଳି ବହୁବିଧ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ରହ୍ମାକୁମାରୀ ଅନୁଷ୍ଠାନର ପ୍ରୟାସକୁ ପ୍ରଧାନମନ୍ତ୍ରୀ ବେଶ ପସନ୍ଦ କରିଥିଲେ । ବ୍ରହ୍ମାକୁମାରୀ ଅନୁଷ୍ଠାନକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଡିଜିଟାଲ ନେଣଦେଣ କରିବାକୁ ପ୍ରୋତ୍ସାହିତ କରିଥିଲେ ।
ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ସ୍ଵଚ୍ଛ ଭାରତ, ଏଲଇଡି ଆଲୋକ ବ୍ୟବସ୍ଥା, ଆଦି ବିଭିନ୍ନ ଅଭିଯାନର ଲୋକକଲ୍ୟାଣ ଦିଗ ସମ୍ପର୍କରେ ଅବତାରଣା କରିଥିଲେ ।
**********
PM will address the 80th anniversary celebrations of the Brahma Kumaris family via video conferencing. https://t.co/Iy8hu3vQmx
— PMO India (@PMOIndia) March 26, 2017
अंतर्राष्ट्रीय सम्मेलन और सांस्कृतिक महोत्सव में हिस्सा लेने के लिए देश विदेश से आए सभी लोगों का हार्दिक अभिनंदन: PM @narendramodi
— PMO India (@PMOIndia) March 26, 2017
“प्रजापिता ब्रह्माकुमारी ईश्वरीय विश्वविद्यालय” के संस्थापक “दादा लेखराज” जी को श्रद्धा सुमन: PM @narendramodi
— PMO India (@PMOIndia) March 26, 2017
In our culture, the 80th anniversary is a very special occasion: PM @narendramodi
— PMO India (@PMOIndia) March 26, 2017