Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିକ୍ସ ରାଷ୍ଟ୍ରଙ୍କ ଦ୍ଵାରା ସ୍ଵାକ୍ଷରିତ ବୁଝାମଣାର ତାଲିକା


 

1.

ବ୍ରିକ୍ସ କୃଷି ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ବୁଝାମଣା  

ଭାରତ : ଶ୍ରୀମତୀ ସୁଷମା ସ୍ଵରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଚୀନ : ମିଷ୍ଟର ୱାଂ ୟୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଦକ୍ଷିଣ ଆଫ୍ରିକା : ମିଷ୍ଟର ମାଇତେ କୋଆନା-ମଶାବାନେ, ଆନ୍ତର୍ଜାତୀୟ ସମ୍ବନ୍ଧ ଏବଂ ସହଯୋଗ ମନ୍ତ୍ରୀ

ବ୍ରାଜିଲ : ମିଷ୍ଟର ବ୍ଳାଇରୋ ମାଗି, କୃଷି ମନ୍ତ୍ରୀ

ଋଷିଆ : ମିଷ୍ଟର ଏଭଗେନୀ ଗ୍ରୋମିକୋ, ଉପକୃଷି ମନ୍ତ୍ରୀ 

2.

କୂଟନୈତିକ ସଂସ୍ଥାମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ପାଇଁ ବୁଝାମଣା

ଭାରତ : ଶ୍ରୀ ଏସ. ଜୟଶଙ୍କର, ବୈଦେଶିକ ସଚିବ

ଚୀନ : ମିଷ୍ଟର ଲୀ ବାଓଡଙ୍ଗ, ଚୀନ ବ୍ରିକ୍ସ ଶେର୍ପା ଏବଂ ବୈଦେଶିକ ଉପମନ୍ତ୍ରୀ

ଦକ୍ଷିଣ ଆଫ୍ରିକା : ରାଷ୍ଟ୍ରଦୂତ ଅନିଲ ସୁକଲାଲ, କାର୍ଯ୍ୟକାରୀ ବ୍ରିକ୍ସ ଶେର୍ପା, ଉପମହାନିର୍ଦ୍ଦେଶକ

ବ୍ରାଜିଲ : ରାଷ୍ଟ୍ରଦୂତ ତୋଭାର ଦା ସିଲଭା ନୁନେସ, ଭାରତରେ ଅବସ୍ଥାପିତ ବ୍ରାଜିଲ ରାଷ୍ଟ୍ରଦୂତ

ଋଷିଆ : ଡଃ ଏଭଗେନୀ ବାଝାନୋଭ, କୂଟନୀତିଜ୍ଞ ଏକାଡେମି ଅଧ୍ୟକ୍ଷ

3.

ବ୍ରିକ୍ସ ବହିଃଶୁଳ୍କ ସହଯୋଗ କମିଟି ସଂକ୍ରାନ୍ତ ନିୟମାବଳୀ

 

ଭାରତ : ମିଷ୍ଟର ନଜୀବ ସାହା, କେନ୍ଦ୍ରୀୟ ଉତ୍ପାଦ ଏବଂ ବହିଃଶୁଳ୍କ ବୋର୍ଡର ଅଧ୍ୟକ୍ଷ

ଚୀନ : ମିଷ୍ଟର ୟୁ ଗୁଆଙ୍ଗ୍ଝୁ, ମନ୍ତ୍ରୀ ତଥା ଚୀନ ବହିଃଶୁଳ୍କର ସାଧାରଣ ପ୍ରଶାସନ ମୁଖ୍ୟ

ଦକ୍ଷିଣ ଆଫ୍ରିକା : ରାଷ୍ଟ୍ରଦୂତ ଅନିଲ ସୁକଲାଲ, କାର୍ଯ୍ୟକାରୀ ବ୍ରିକ୍ସ ଶେର୍ପା, ଉପମହାନିର୍ଦ୍ଦେଶକ

ବ୍ରାଜିଲ : ରାନାଲ୍ଦୋ ଲାଜାରୋ ମେଡିନା, ବହିଃଶୁଳ୍କ ଅନୁସଚିବ ଏବଂ ଆନ୍ତର୍ଜାତିକ ସମ୍ବନ୍ଧ, ଅର୍ଥ ମନ୍ତ୍ରଣାଳୟ

ଋଷିଆ : ମିଷ୍ଟର ଭ୍ଳାଦିମିର ଇଭାନୋଭିଚ ବୁଲାଭିନ, ଋଷ ଫେଡେରାଲ ବହିଃଶୁଳ୍କ ସେବାର ମୁଖ୍ୟ

କ୍ର.ସଂ. ବୁଝାମଣାର ନାମ ସ୍ଵାକ୍ଷର କରିଥିବା ବ୍ୟକ୍ତି