Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରିକ୍ସ U-17 ଫୁଟବଲ ଟ୍ରଫିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ବ୍ରିକ୍ସ U-17 ଫୁଟବଲ ଟ୍ରଫିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ହେବାକୁ ଥିବା ବ୍ରିକ୍ସ U-17 ଫୁଟବଲ ଟୁର୍ଣ୍ଣାମେଣ୍ଟ ଟ୍ରଫିକୁ ଆଜି ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ) ଶ୍ରୀ ବିଜଯ ଗୋଏଲ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି ଶ୍ରୀ ପ୍ରଫୁଲ୍ଲ ପଟେଲ ଉପସ୍ଥିତ ଥିଲେ । ସେହିପରି ବ୍ରିକ୍ସ ରାଷ୍ଟ୍ର ସମୂହର ରାଷ୍ଟ୍ରଦୂତମାନେ ମଧ୍ୟ ଏହି ଫୁଟବଲ ଟ୍ରଫି ଉନ୍ମୋଚନ ସମାରୋହରେ ଯୋଗ ଦେଇଥିଲେ ।