Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ୟକ୍ତିଗତ ଆତ୍ମା ଏବଂ ସାର୍ବଜନୀନ ଚେତନା ମଧ୍ୟରେ ଗଭୀର ମହାଜାଗତିକ ସଂଯୋଗ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ବ୍ୟକ୍ତିଗତ ଆତ୍ମା ଏବଂ ସାର୍ବଜନୀନ ଚେତନା ମଧ୍ୟରେ ଗଭୀର ମହାଜାଗତିକ ସମ୍ପର୍କ ଉପରେ ଆଲୋକପାତ କରାଯାଇଛି

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

‘‘ଯଶଚାୟମସ୍ମି୍ନ୍ନାକାଶେ ତେଜୋମଯୋମୃତମୟଃ ପୁରୁଷଃ ସର୍ବାନୁଭୁଃ ।

ଯଶଚାୟମସ୍ମିନ୍ନାତ୍ମନି ତେଜୋମଯୋମୃତମୟଃ ପୁରୁଷଃ ସର୍ବାନୁଭୁଃ ।।’’

ବିଶାଳ ଆକାଶ କିମ୍ବା ମହାକାଶରେ ବିଦ୍ୟମାନ ଶକ୍ତିଶାଳୀ, ଚିରନ୍ତନ ବାସ୍ତବତା ମଧ୍ୟ ଆମ ନିଜ ଆତ୍ମା ମଧ୍ୟରେ ଉପସ୍ଥିତ । ତେଣୁ, ଏହା କୁହାଯାଏ: ବ୍ୟକ୍ତି ଭିତରେ, ପ୍ରତ୍ୟେକ କଣିକାରେ ଯାହା କିଛି ଅଛି, ତାହା ବ୍ରହ୍ମାଣ୍ଡରେ ମଧ୍ୟ ରହିଛି

HS