ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ବ୍ୟକ୍ତିଗତ ଆତ୍ମା ଏବଂ ସାର୍ବଜନୀନ ଚେତନା ମଧ୍ୟରେ ଗଭୀର ମହାଜାଗତିକ ସମ୍ପର୍କ ଉପରେ ଆଲୋକପାତ କରାଯାଇଛି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
‘‘ଯଶଚାୟମସ୍ମି୍ନ୍ନାକାଶେ ତେଜୋମଯୋମୃତମୟଃ ପୁରୁଷଃ ସର୍ବାନୁଭୁଃ ।
ଯଶଚାୟମସ୍ମିନ୍ନାତ୍ମନି ତେଜୋମଯୋମୃତମୟଃ ପୁରୁଷଃ ସର୍ବାନୁଭୁଃ ।।’’
ବିଶାଳ ଆକାଶ କିମ୍ବା ମହାକାଶରେ ବିଦ୍ୟମାନ ଶକ୍ତିଶାଳୀ, ଚିରନ୍ତନ ବାସ୍ତବତା ମଧ୍ୟ ଆମ ନିଜ ଆତ୍ମା ମଧ୍ୟରେ ଉପସ୍ଥିତ । ତେଣୁ, ଏହା କୁହାଯାଏ: ବ୍ୟକ୍ତି ଭିତରେ, ପ୍ରତ୍ୟେକ କଣିକାରେ ଯାହା କିଛି ଅଛି, ତାହା ବ୍ରହ୍ମାଣ୍ଡରେ ମଧ୍ୟ ରହିଛି।
HS
यश्चायमस्मिन्नाकाशे तेजोमयोऽमृतमयः पुरुषः सर्वानुभूः।
— Narendra Modi (@narendramodi) July 23, 2026
यश्चायमस्मिन्नात्मनि तेजोमयोऽमृतमयः पुरुषः सर्वानुभूः॥ pic.twitter.com/dn8bAG2qFZ