ପିଏମଇଣ୍ଡିଆ
ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି
ଅର୍ପଣ କରିଛନ୍ତି ।
“ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ତାଙ୍କ ଅଦମ୍ୟ ସାହସ ଆମ ପାଇଁ ପ୍ରେରଣାର ଉତ୍ସ । ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାରେ ଆମେ ଆଦିବାସୀ ସମ୍ପ୍ରଦାୟର ସଶକ୍ତୀକରଣ ଦିଗରେ କାମ କରୁଛୁ, ଯେଉଁମାନେ କି ଭାରତର ଗୌରବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
I bow to Bhagwan Birsa Munda on his Jayanti. His indomitable courage is a source of motivation. pic.twitter.com/LtIc1VOyG7
— Narendra Modi (@narendramodi) November 15, 2017
Inspired by the life of Bhagwan Birsa Munda, we are working towards empowerment of our tribal communities, who are India’s pride.
— Narendra Modi (@narendramodi) November 15, 2017