ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (25.11.2016) ପଞ୍ଜାବର ଭଟିଣ୍ଡାଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନର ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଦେଶର ପ୍ରଗତି ପାଇଁ ପ୍ରଥମେ ସାମାଜିକ ଭିତ୍ତିଭୂମି ଜରୁରୀ । ସେଥିଲାଗି ଆମେ ଉଚ୍ଚକୋଟିର ବିଦ୍ୟାଳୟ ଓ ହସ୍ପିଟାଲ ଆବଶ୍ୟକ କରୁ । ଭଟିଣ୍ଡାରେ ପ୍ରସ୍ତାବିତ ଏମ୍ସ ଅନୁଷ୍ଠାନ ଏଠାକାର ସ୍ଥାନୀୟ ଲୋକଙ୍କ ସେବାରେ ଲାଗିବ । କେନ୍ଦ୍ର ସରକାର କେବଳ ଶିଳାନ୍ୟାସ କରି ବସି ଯାଆନ୍ତି ନାହିଁ ବରଂ ପ୍ରକଳ୍ପଗୁଡିକ କିପରି ଶୀଘ୍ର ନିର୍ଦ୍ଧାରିତ ସମୟରେ ଶେଷ କରାଯିବ ତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାକିସ୍ତାନ ଏବେ ଭଲ ଭାବେ ଜାଣିସାରିଛି ଯେ, ଭାରତୀୟ ସେନାବାହିନୀର ସାମର୍ଥ୍ୟ କେତେ । ତେଣୁ ପ୍ରଧାନମନ୍ତ୍ରୀ ପାକିସ୍ତାନର ଜନସାଧାରଣଙ୍କୁ ଆହ୍ଵାନ ଦେଇ କହିଥିଲେ ଯେ, ସେମାନେ ଭ୍ରଷ୍ଟାଚାର ଓ ଜାଲ ନୋଟ କାରବାର ବିରୁଦ୍ଧରେ ଲଢେଇ ପାଇଁ ତାଙ୍କର ଶାସକମାନଙ୍କୁ ପ୍ରବର୍ତ୍ତାନ୍ତୁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପଞ୍ଜାବର ଚାଷୀମାନଙ୍କୁ ପର୍ଯ୍ୟାପ୍ତ ଜଳ ଓ ସେଚ ସୁବିଧା ଯୋଗାଇଦେବା ନିମନ୍ତେ ଯାହା କିଛି ସମ୍ଭବ କରିବେ । ଭାରତର ଜଳ ଉପରେ ଯେତିକି ଅଧିକାର ରହିଛି ତାକୁ ସଦୁପଯୋଗ କରିବ ଏବଂ ନିଜର ଅଧିକାରଭୁକ୍ତ ଜଳକୁ ପାକିସ୍ତାନକୁ ପ୍ରବାହିତ ହେବାକୁ ଦେବ ନାହିଁ ବୋଲି ସେ କହିଥିଲେ ।
ମଧ୍ୟବିତ୍ତ ଶ୍ରେଣୀ ଯେପରି ଶୋଷଣର ଶିକାର ନ ହୁଅନ୍ତି ଏବଂ ଗରିବ ତାର ନ୍ୟାଯ୍ୟ ପ୍ରାପ୍ୟ ଯେପରି ପାଇବ ତାହା ସୁନିଶ୍ଚିତ କରିବା ନିମନ୍ତେ ସରକାର ଯତପରୋନାସ୍ତି ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Punjab Deputy CM Shri Sukhbir Badal and Union Minister Smt. @HarsimratBadal_ welcome the Prime Minister to Bathinda. @officeofssbadal pic.twitter.com/D0tSrM7PFz
— PMO India (@PMOIndia) November 25, 2016
Social infrastructure is essential for the development of every nation. We need top quality schools and hospitals: PM @narendramodi
— PMO India (@PMOIndia) November 25, 2016
AIIMS here will benefit the local areas. And this Government does not only stop at laying foundation stones, we complete all projects: PM
— PMO India (@PMOIndia) November 25, 2016
It is a priority for us that projects are completed on time or before time: PM @narendramodi
— PMO India (@PMOIndia) November 25, 2016
When school in Peshawar was attacked every Indian was sad. People of Pakistan should tell their rulers- lets fight corruption,fake notes: PM
— PMO India (@PMOIndia) November 25, 2016
Pakistan now knows fully well what the Indian Army is capable of: PM @narendramodi
— PMO India (@PMOIndia) November 25, 2016
The fields of our farmers must have adequate water. Water that belongs to India cannot be allowed to go to Pakistan: PM @narendramodi
— PMO India (@PMOIndia) November 25, 2016
Government will do everything to give enough water to our farmers: PM @narendramodi
— PMO India (@PMOIndia) November 25, 2016
For me, elections do not matter. I am more concerned about the welfare of the farmers: PM @narendramodi
— PMO India (@PMOIndia) November 25, 2016
I am doing everything possible to ensure the middle class is not exploited and the poor get their due: PM @narendramodi
— PMO India (@PMOIndia) November 25, 2016
Your mobile phone is also a bank. It can be used for purchasing things, making payments: PM @narendramodi
— PMO India (@PMOIndia) November 25, 2016
Punjab is fortunate to have the leadership of Shri Parkash Singh Badal: PM @narendramodi
— PMO India (@PMOIndia) November 25, 2016