Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ନୀଳ ଅର୍ଥନୀତି ଉପରେ ଏକ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି ।

ଏହି ଲେଖାଟି ଭାରତର ‘ନୀଳ ଅର୍ଥନୀତି’ (ବ୍ଲ୍ୟୁ ଇକୋନୋମି) କୁ ସମୃଦ୍ଧି, ସ୍ଥାୟିତ୍ୱ ଏବଂ ଜାତୀୟ ଶକ୍ତିର ଏକ ମାର୍ଗ ଭାବରେ ଉପସ୍ଥାପନ କରୁଛି । ‘ସପ୍ତ-ଧାରା’ ଦୃଷ୍ଟିକୋଣର ଏକ ଅଂଶ ଭାବରେ, ଏହା ଜୀବିକା, ଖାଦ୍ୟ ଓ ଶକ୍ତି ସୁରକ୍ଷାକୁ ମଜବୁତ କରିବା ଏବଂ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ତଥା ଉଦ୍ୟୋଗକୁ ଏକତ୍ରିତ କରୁଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ଭାରତର ନୀଳ ଅର୍ଥନୀତି ସମୃଦ୍ଧି, ସ୍ଥାୟୀତ୍ୱ ଏବଂ ଜାତୀୟ ଶକ୍ତିର ଏକ ଶକ୍ତିଶାଳୀ ମାର୍ଗ ଭାବରେ ଉଭା ହେଉଛି ବୋଲି କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ଲେଖିଛନ୍ତି ।

‘ସପ୍ତ-ଧାରା’ ଦୃଷ୍ଟିକୋଣର ଏକ ଅଂଶ ଭାବରେ, ଏହା ଜୀବିକା, ଖାଦ୍ୟ ଓ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ତଥା ଉଦ୍ୟୋଗକୁ ଏକତ୍ରିତ କରୁଛି ।”

 

SR