ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ, ସେୟାର କରିଛନ୍ତି, ଯେଉଁଥିରେ ବର୍ଣ୍ଣନା କରାଯାଇଛି ଯେ କାର୍ବନ କ୍ୟାପଚର ପ୍ରଯୁକ୍ତିବିଦ୍ୟା କିପରି ଭାରତର ପରବର୍ତ୍ତୀ ଇସ୍ପାତ ବିପ୍ଳବକୁ ଶକ୍ତି ପ୍ରଦାନ କରିପାରିବ। “ନେଟ୍ ଜିରୋ ୨୦୭୦ ପ୍ରତିବଦ୍ଧତା, ରଣନୈତିକ ନିବେଶ, ହାଇଡ୍ରୋଜେନ୍ ପଦକ୍ଷେପ ଏବଂ ଆହୁରି ଅନେକ କିଛି ପାଇଁ ଆମର ନିର୍ଦ୍ଦେଶିତ ପ୍ରୟାସ କିପରି ଅଭିବୃଦ୍ଧି, ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ଆଗେଇ ନେବ ଏବଂ ଏକ ବିକଶିତ ଭାରତ ଗଠନ ଦିଗରେ ମାର୍ଗ ଦର୍ଶନ କରାଇବ ସେ ସମ୍ପର୍କରେ ଏହି ପ୍ରବନ୍ଧରେ ଲେଖାଯାଇଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କ ପ୍ରବନ୍ଧ ଉପରେ ପ୍ରତିକ୍ରିୟା ଦେଇ, ଶ୍ରୀ ମୋଦୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି :
“କାର୍ବନ କ୍ୟାପଚର ଭାରତର ପରବର୍ତ୍ତୀ ଇସ୍ପାତ ବିପ୍ଳବକୁ ଶକ୍ତି ଦେଇପାରେ। “ନେଟ୍ ଜିରୋ ୨୦୭୦ ପ୍ରତିବଦ୍ଧତା, ରଣନୈତିକ ନିବେଶ, ହାଇଡ୍ରୋଜେନ୍ ପଦକ୍ଷେପ ଏବଂ ଆହୁରି ଅନେକ କିଛି ପାଇଁ ଆମର ନିର୍ଦ୍ଦେଶିତ ପ୍ରୟାସ କିପରି ଅଭିବୃଦ୍ଧି, ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ଆଗେଇ ନେବ ଏବଂ ଏକ ବିକଶିତ ଭାରତ ଗଠନ ଦିଗରେ ମାର୍ଗ ଦର୍ଶନ କରାଇବ ସେ ସମ୍ପର୍କରେ ପ୍ରବନ୍ଧରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଏଚ୍ ଡି କୁମାରସ୍ୱାମୀ ଲେଖିଛନ୍ତି‘ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି।
***
SSP
Carbon capture can power India’s next steel revolution. Union Minister Shri @hd_kumaraswamy writes how our guided efforts towards Net Zero 2070 commitment, strategic investments, hydrogen initiatives and a lot more shall drive growth, global competitiveness and lead the road to a… https://t.co/UC01RbacET
— PMO India (@PMOIndia) February 11, 2026