ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଯୁବକମାନଙ୍କ ସାହସ ଏବଂ ଅଧ୍ୟବସାୟକୁ ପ୍ରଶଂସା କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି
‘‘ପ୍ରୟାପଦଂ ନ ବ୍ୟଥତେ କଦାଚିଦୃଢୋଗମନ୍ବିଚ୍ଚତି ଚାପ୍ରମତଃ ।
ଦୁଃଖଂ ଚ କାଳେ ସହତେ ମହାତ୍ମା ଧୁରନ୍ଧରସ୍ତସ୍ୟ ଜିତାଃ ସପତ୍ରାଃ ।।’’
ଶ୍ରୀ ମୋଦୀ କହିଥିଲେ ଯେ ଆମ ଯୁବପିଢ଼ି ନିଜର ସାହସ, ଆତ୍ମବିଶ୍ୱାସ ଏବଂ ନିରନ୍ତର କଠିନ ପରିଶ୍ରମ ଦ୍ୱାରା ଐତିହାସିକ ସଫଳତା ହାସଲ କରୁଛନ୍ତି ଏବଂ ଏହା ଦ୍ରୁତ ବିକାଶଶୀଳ ଭାରତର ସବୁଠାରୁ ବଡ଼ ଶକ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଆଜି ଆମର ଯୁବ ବନ୍ଧୁମାନେ ଧୈର୍ଯ୍ୟ, ଆତ୍ମବିଶ୍ୱାସ ଏବଂ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଐତିହାସିକ ସଫଳତା ହାସଲ କରୁଛନ୍ତି। ଏହା ହେଉଛି ବିକାଶଶୀଳ ଭାରତର ସବୁଠାରୁ ବଡ଼ ଶକ୍ତି।
‘‘ପ୍ରୟାପଦଂ ନ ବ୍ୟଥତେ କଦାଚିଦୃଢୋଗମନ୍ବିଚ୍ଚତି ଚାପ୍ରମତଃ ।
ଦୁଃଖଂ ଚ କାଳେ ସହତେ ମହାତ୍ମା ଧୁରନ୍ଧରସ୍ତସ୍ୟ ଜିତାଃ ସପତ୍ରାଃ ।।’’
HS
आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।
— Narendra Modi (@narendramodi) July 20, 2026
प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।
दुःखं च काले सहते महात्मा धुरन्धरस्तस्य जिताः सपत्नाः॥ pic.twitter.com/MzCKdHL1EL