ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ ଏବଂ ବିବିଧ ହସ୍ତତନ୍ତ ପରମ୍ପରାକୁ ପ୍ରୋତ୍ସାହିତ କରି ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବାକୁ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି।
ଶ୍ରୀ ମୋଦୀ କହିଛନ୍ତି, “ସୋସିଆଲ ମିଡିଆରେ ଜିଆରଡବ୍ଲ୍ୟୁଏମ ଭିଡିଓ ସମେତ ନିଜର ପ୍ରିୟ ହସ୍ତତନ୍ତ ଉତ୍ପାଦ ସହିତ ନିଜର ଭିଡିଓ ସେୟାର କରନ୍ତୁ।
ଶ୍ରୀ ମୋଦୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି;
ଅଗଷ୍ଟ ୭ ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ। ଆସନ୍ତୁ, ଭାରତର ହସ୍ତତନ୍ତ ବିବିଧତାକୁ ଲୋକପ୍ରିୟ କରିବା।
ସାମାଜିକ ଗଣମାଧ୍ୟମରେ ଜି. ଆର୍. ଡବ୍ଲ୍ୟୁ. ଏମ୍. ଭିଡିଓ ସମେତ ନିଜର ପ୍ରିୟ ହସ୍ତତନ୍ତ ଉତ୍ପାଦଗୁଡ଼ିକ ସହିତ ନିଜର ଭିଡିଓଗୁଡ଼ିକୁ ଅଂଶୀଦାର କରନ୍ତୁ।
#NationalHandloomDay ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ।
HS
Tomorrow, 7th August is National Handloom Day. Let’s make India’s handloom diversity popular.
— Narendra Modi (@narendramodi) August 6, 2026
Share your videos with your favourite handloom products, including GRWM videos on social media.
Don’t forget to use #NationalHandloomDay. pic.twitter.com/zoFdTXphRL