Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ପ୍ରଦର୍ଶିତ କରି ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ ଏବଂ ବିବିଧ ହସ୍ତତନ୍ତ ପରମ୍ପରାକୁ ପ୍ରୋତ୍ସାହିତ କରି ଅଗଷ୍ଟ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବାକୁ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି, “ସୋସିଆଲ ମିଡିଆରେ ଜିଆରଡବ୍ଲ୍ୟୁଏମ ଭିଡିଓ ସମେତ ନିଜର ପ୍ରିୟ ହସ୍ତତନ୍ତ ଉତ୍ପାଦ ସହିତ ନିଜର ଭିଡିଓ ସେୟାର କରନ୍ତୁ

ଶ୍ରୀ ମୋଦୀଏକ୍ସରେ ପୋଷ୍ଟ କରିଛନ୍ତି;

ଅଗଷ୍ଟ ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ ଆସନ୍ତୁ, ଭାରତର ହସ୍ତତନ୍ତ ବିବିଧତାକୁ ଲୋକପ୍ରିୟ କରିବା

ସାମାଜିକ ଗଣମାଧ୍ୟମରେ ଜି. ଆର୍. ଡବ୍ଲ୍ୟୁ. ଏମ୍. ଭିଡିଓ ସମେତ ନିଜର ପ୍ରିୟ ହସ୍ତତନ୍ତ ଉତ୍ପାଦଗୁଡ଼ିକ ସହିତ ନିଜର ଭିଡିଓଗୁଡ଼ିକୁ ଅଂଶୀଦାର କରନ୍ତୁ

#NationalHandloomDay ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ

HS