ପିଏମଇଣ୍ଡିଆ
ବିଶ୍ଵବ୍ୟାପୀ କୋଭିଡ-19 ମହାମାରୀ ମଧ୍ୟରେ ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର କରିପାରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏୟାର ଇଣ୍ଡିଆକୁ ପ୍ରଶଂସା କରିଛନ୍ତି । ସେ ଏକ ଟ୍ଵିଟରେ ଲେଖିଛନ୍ତି ଯେ, “@airindianର ଏହି ଟିମ ଲାଗି ଆମେ ବହୁତ ଗର୍ବିତ, ଯିଏକି ସର୍ବୋତମ ସାହସ ଓ ମାନବତାର ଆହ୍ଵାନକୁ ଶିଖରରେ ପହଞ୍ଚାଇଛନ୍ତି । ସେମାନଙ୍କ ଉତ୍କୃଷ୍ଟ ପ୍ରୟାସକୁ ଲାଗି ଦେଶର କୋଣଅନୁକୋଣରୁ ବିଭିନ୍ନ ଲୋକ ପ୍ରଶଂସା କରୁଛନ୍ତି । #IndiaFightsCorons” ।
Extremely proud of this team of @airindiain, which has shown utmost courage and risen to the call of humanity. Their outstanding efforts are admired by several people across India. #IndiaFightsCorona https://t.co/I7Czxep7bj
— Narendra Modi (@narendramodi) March 23, 2020