ପିଏମଇଣ୍ଡିଆ
ଭାରତୀୟ ସାମାଜିକ କର୍ମୀ ତଥା ଲେଖିକା ଶ୍ରୀମତୀ ମହାଶ୍ଵେତା ଦେବୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“କଲମର ଶକ୍ତିକୁ ମହାଶ୍ଵେତା ଦେବୀ ଚମତ୍କାର ଢଙ୍ଗରେ ପ୍ରତିପାଦିତ କରିଥିଲେ । କରୁଣା, ସମାନତା ଏବଂ ନ୍ୟାୟର ପ୍ରତୀକ ରୂପେ ପରିଚିତ ସ୍ଵର ଆଜି ଆମକୁ ଗଭୀର ଦୁଃଖରେ ଛାଡି ଯାଇଛନ୍ତି । ତାଙ୍କ ଆତ୍ମାର ଶାନ୍ତି ଓ ସଦଗତି କାମନା କରୁଛୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Mahashweta Devi wonderfully illustrated the might of the pen. A voice of compassion, equality & justice, she leaves us deeply saddened. RIP.
— Narendra Modi (@narendramodi) July 28, 2016