Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ଭାରତ ଇନୋଭେଟସ୍‍’ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

‘ଭାରତ ଇନୋଭେଟସ୍‍’ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସରେ ‘ଭାରତ ଇନୋଭେଟସ୍‍’ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ବାଣ୍ଟିଛନ୍ତି।

ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଭାରତକୁ ଆସନ୍ତୁ।

ଆମ ସହିତ କାମ କରନ୍ତୁ।

ଭାରତରେ ଡିଜାଇନ୍

ଭାରତରେ ବିକାଶ କରନ୍ତୁ।

ଏବଂ ବିଶ୍ୱ ପାଇଁ ସମାଧାନ ସୃଷ୍ଟି କରନ୍ତୁ।

@BharatInnov2026”

“ନବସୃଜନ ଭାରତର ଡି. ଏନ୍. ଏ. ରେ ରହିଛି।

ଭାରତର ଯୁବକମାନେ ବିଭିନ୍ନ କ୍ଷେତ୍ରରେ ନବସୃଜନ କରୁଛନ୍ତି। ସେମାନେ ମଧ୍ୟ ବୈଶ୍ୱିକ ଆହ୍ୱାନର ସମାଧାନ ଖୋଜୁଛନ୍ତି।

@BharatInnov2026”

ଆଜି ବିଶ୍ୱ ବିଶ୍ୱସ୍ତ, ସମାବେଶୀ, ମାନବ କୈନ୍ଦ୍ରିକ ଏବଂ ବିଶ୍ୱ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ପ୍ରଯୁକ୍ତିବିଦ୍ୟା ଆଡ଼କୁ ଦୃଷ୍ଟି ଦେଉଛି।

ଏଭଳି ସମୟରେ ଭାରତର ପ୍ରାଥମିକତା ସ୍ପଷ୍ଟ। ମାନବିକତା ଏବଂ ମାନବ କୈନ୍ଦ୍ରିକ ନବସୃଜନ ପାଇଁ ପ୍ରଯୁକ୍ତି ବିଦ୍ୟା।

@BharatInnov2026”

“ଭାରତ ବ୍ୟାପକ ଏବଂ ଦ୍ରୁତ ଗତିରେ ନବସୃଜନ କରୁଛି।

ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଭାରତ ଉଦ୍ଭାବନ କରୁଛି ।

ଏବଂ ଭାରତ ସମଗ୍ର ବିଶ୍ୱ ପାଇଁ ନବସୃଜନ କରୁଛି।

@BharatInnov2026”

HS