ପିଏମଇଣ୍ଡିଆ
ଭାରତ ଓ କିର୍ଗିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିରେ ସଂଶୋଧନ ଓ ସ୍ୱାକ୍ଷରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ କେନ୍ଦ୍ର କ୍ୟାବିନେଟ କମିଟି ଅନୁମୋଦିତ କରିଛି ।
ଏହି ଦ୍ୱିପାକ୍ଷିକ ଚୁକ୍ତି ଫଳରେ ଭାରତ ଓ କିର୍ଗିସ୍ତାନ ମଧ୍ୟରେ ନିବେଶ ପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ଉଭୟ ଦେଶରେ ନିବେଶ କରିବା ପାଇଁ ଉଭୟ ଦେଶର ନିବେଶକଙ୍କୁ ସୁରକ୍ଷା ପ୍ରଦାନ କରିବ ।
****