Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ଦକ୍ଷିଣ ଆଫ୍ରିକା ମିଳିତ ଭାବେ ଡ଼ାକ ଟିକଟ ଜାରି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ‘ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରଣନୀତିକ ଭାଗିଦାରୀର 20 ବର୍ଷ’ ଅବସରରେ ମିଳିତ ଡ଼ାକ ଟିକଟ ଜାରି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି । ଏହି ମିଳିତ ଡାକଟିକଟ 2000 ଜୁନରେ ଉନ୍ମୋଚନ କରାଯାଇଥିଲା ।

ଭାରତ-ଦକ୍ଷିଣ ଆଫ୍ରିକା ସ୍ମାରକ ଡାକ ଟିକଟ: ମିଳିତ ଭାବେ ଜାରି କରାଯାଇଥିବା ଏହି ଡାକଟିକଟରେ ଦୀନଦୟାଲ ଉପାଧ୍ୟାୟ ଏବଂ ଦକ୍ଷିଣ ଆଫ୍ରିକାର ଓଲିଭର ରେଜିନାଲଡ ଟାମ୍ବୋଙ୍କ ପ୍ରତିଛବି ରହିଛି । ଏ ସମ୍ପର୍କରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ବୁଝାମଣା ପତ୍ର ମେ’ 2018ରେ ସ୍ୱାକ୍ଷରିତ ହୋଇଥିଲା ।

*****