ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଭାରତ ଏବଂ ସ୍ୱିଡେନ ଦ୍ୱିପାକ୍ଷିକ ସହଯୋଗର ଏକ ନୂତନ ଯୁଗକୁ କିପରି ରୂପ ଦେଉଛନ୍ତି ତାହା ପ୍ରତିଫଳିତ କରି ସେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଶ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କ ସହ ଏକ ମିଳିତ ପ୍ରବନ୍ଧ ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସବୁଜ ପରିବର୍ତ୍ତନ ଠାରୁ ଆରମ୍ଭ କରି ସୁଦୃଢ଼ ଯୋଗାଣ ଶୃଙ୍ଖଳା ପର୍ଯ୍ୟନ୍ତ ଭାରତ–ସ୍ୱିଡେନ ଭାଗିଦାରୀ ଉଭୟ ରାଷ୍ଟ୍ରର ଲୋକମାନଙ୍କ ପାଇଁ ନବସୃଜନ, ସ୍ଥିରତା ଏବଂ ସହଭାଗୀ ସମୃଦ୍ଧି ଦ୍ୱାରା ଦୃଢ଼ ଭାବେ ପରିଚାଳିତ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
‘‘ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କ ସହ ଏକ ସମ୍ପାଦକୀୟରେ ଭାରତ ଏବଂ ସ୍ୱିଡେନ ସହଯୋଗର ଏକ ନୂତନ ଯୁଗକୁ କିପରି ରୂପ ଦେଉଛନ୍ତି ତାହା ପ୍ରତିଫଳିତ ହୋଇଛି। ସବୁଜ ପରିବର୍ତ୍ତନରୁ ଯୋଗାଣ ଶୃଙ୍ଖଳାକୁ ଭାରତ–ସ୍ୱିଡେନ ଭାଗିଦାରୀ ଆମ ରାଷ୍ଟ୍ରର ଲୋକମାନଙ୍କ ପାଇଁ ନବସୃଜନ, ସ୍ଥିରତା ଏବଂ ସହଭାଗୀ ସମୃଦ୍ଧି ଦ୍ୱାରା ପରିଚାଳିତ ।’’
HS
In an op-ed with PM Ulf Kristersson, reflected on how India and Sweden are shaping a new era of cooperation. From green transition to supply chains, the India-Sweden partnership is guided by innovation, sustainability and shared prosperity for the people of our nations.…
— Narendra Modi (@narendramodi) May 20, 2026