Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭିଏତନାମ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ବୁଝାମଣା / ରାଜିନାମାର ତାଲିକା (ମାର୍ଚ୍ଚ 03, 2018)


1

ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ବୁଝାମଣା

 

ବୁଝାମଣାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଓ ବାଣିଜ୍ୟ ବିକାଶକୁ ପ୍ରୋତ୍ସାହନ ବୃଦ୍ଧି ନିମନ୍ତେ ଫ୍ରେମୱାର୍କ ପ୍ରତିଷ୍ଠା

ଶ୍ରୀମତୀ ସୁଷମା ସ୍ଵରାଜ, ମାନନୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ

ମହାମାନ୍ୟ ମିଷ୍ଟର ତ୍ରାନ ତୁଆନ ଆନ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ

2

ଭାରତୀୟ କୃଷି ଗବେଷଣା ପରିଷଦ (ICAR) ଏବଂ ଭିଏତନାମର କୃଷି ଓ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ମଧ୍ୟରେ 2018-2022 ପାଇଁ କାର୍ଯ୍ୟ ଯୋଜନା

 

ଏହି କାର୍ଯ୍ୟ ଯୋଜନାର ଉଦ୍ଦେଶ୍ୟ ହେଲା – କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବୈଷୟିକ ବିଶେଷଜ୍ଞମାନଙ୍କ ପାରସ୍ପରିକ ରାଷ୍ଟ୍ର ଗସ୍ତ ଏବଂ ପ୍ରଯୁକ୍ତି କୌଶଳ ହସ୍ତାନ୍ତର ସହଯୋଗକୁ ପ୍ରୋତ୍ସାହିତ କରିବା

ଶ୍ରୀମତୀ ସୁଷମା ସ୍ଵରାଜ, ମାନନୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ

ମହାମାନ୍ୟ ମିଷ୍ଟର ଙ୍ଗୁୟେନ ସୁଆଁ କ୍ୱୋଙ୍ଗ, କୃଷି ଓ ଗ୍ରାମ୍ୟ ବିକାଶ ମନ୍ତ୍ରୀ

3

ଭାରତର ଗ୍ଲୋବାଲ ଆଣବିକ ଶକ୍ତି ଭାଗିଦାରୀତା କେନ୍ଦ୍ର (GCNEP) ଏବଂ ଭିଏତନାମର ଆଣବିକ ଶକ୍ତି ପ୍ରତିଷ୍ଠାନ (VINATOM) ମଧ୍ୟରେ ପାରସ୍ପରିକ ସହଯୋଗ ଲାଗି ବୁଝାମଣା

 

ଏହି ବୁଝାମଣାର ଉଦ୍ଦେଶ୍ୟ ହେଲା – ଭାରତ, ଭିଏତନାମ ମଧ୍ୟରେ ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ବୈଷୟିକ ସହଯୋଗକୁ ସୁଦୃଢ କରିବା

ଶ୍ରୀ ଶେଖର ବସୁ, ସଚିବ, ଆଣବିକ ଶକ୍ତି ବିଭାଗ

ମହାମାନ୍ୟ ମିଷ୍ଟର ଡାଙ୍ଗ ଦିନ କ୍ଵେ,

ବୈଦେଶିକ ବ୍ୟାପାର ଉପମନ୍ତ୍ରୀ

କ୍ରମିକ ନମ୍ବର ବୁଝାମଣା / କାର୍ଯ୍ୟ ଯୋଜନା ଏବଂ ଉଦ୍ଦେଶ୍ୟ ଭାରତୀୟ ପକ୍ଷ ଭିଏତନାମ ପକ୍ଷ

 

***