Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମଣିପୁରବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛ


ମଣିପୁରବାସୀଙ୍କୁ ସେମାନଙ୍କ ରାଜ୍ୟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ମଣିପୁରବାସୀଙ୍କୁ ସେମାନଙ୍କ ରାଜ୍ୟ ଗଠନ ଦିବସରେ ଅଭିନନ୍ଦନ ।

ଆନନ୍ଦ, ସୁଖ ଏବଂ ସମୃଦ୍ଧିର ଆଶୀଷ ମଣିପୁର ପ୍ରତି ରହିବା ମୁଁ ଆଶା କରୁଛି,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

**********