ପିଏମଇଣ୍ଡିଆ
ଆଜି ମଣିପୁରର ଲୋକମାନଙ୍କୁ ରାଜ୍ୟ ଗଠନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ମଣିପୁର ନିଜର ଜୀବନ୍ତ ସଂସ୍କୃତି ପାଇଁ ଜଣାଶୁଣା । ମଣିପୁରର ଲୋକମାନେ ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ରାଜ୍ୟ ଆଗାମୀ ବର୍ଷମାନଙ୍କରେ ପ୍ରଗତି କରିପାରିବ” ବୋଲି ଏକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ।
************
On Manipur’s Statehood Day, my greetings to the people of the wonderful state. Manipur is known for its vibrant culture. People from Manipur have made a mark in various fields. May the state keep progressing in the years ahead.
— Narendra Modi (@narendramodi) January 21, 2020