ପିଏମଇଣ୍ଡିଆ
ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ରେ ପି୧ ପୁରୁଷ ୧୦ ମିଟର ଏୟାର ପିସ୍ତଲ SH1 ଇଭେଣ୍ଟରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।
ଏକ ଏକ୍ସ ପୋଷ୍ଟରେ, ପ୍ରଧାନମନ୍ତ୍ରୀ କହିଛନ୍ତି;
“ପି୧ ପୁରୁଷ ୧୦ ମିଟର ଏୟାର ପିସ୍ତଲ SH1 ଇଭେଣ୍ଟରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିବା ଏକ ଚମତ୍କାର ସଫଳତା। ତାଙ୍କର ସଠିକତା, ଏକାଗ୍ରତା ଏବଂ ପ୍ରତିବଦ୍ଧତା ପୁଣି ଥରେ ଗୌରବ ଆଣିଛି।
*****
MT
A splendid achievement by Manish Narwal, as he wins the Silver in the P1 Men's 10m Air Pistol SH1 event. His precision, focus and dedication have once again brought glory. #Cheer4Bharat
— Narendra Modi (@narendramodi) August 30, 2024