Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥି ଅବସରରେ ତାଙ୍କୁ ନମନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୂଣ୍ୟ ତିଥି ଅବସରରେ ସ୍ମରଣ କରିଛନ୍ତି ଓ ତାଙ୍କ ମହାନ ବିଚାରଧାରାକୁ ସ୍ମରଣ କରିଛନ୍ତି । ଦେଶ ସେବା ପାଇଁ ନିଜ ବଳିଦାନ ଦେଇଥିବା ସମସ୍ତଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପୂଣ୍ୟତିଥି ଅବସରରେ ବାପୁଙ୍କୁ ନମନ କରୁଛି ଓ ତାଙ୍କ ମହାନ ବିଚାରଧାରାକୁ ସ୍ମରଣ କରୁଛି । ଆମ ଦେଶ ସେବାରେ ବଳିଦାନ ଦେଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେମାନଙ୍କ ବଳିଦାନ ଅବିସ୍ମରଣୀୟ ଓ ବିକଶିତ ଭାରତ ନିର୍ମାଣ ପାଇଁ ଆମ ସଂକଳ୍ପକୁ ଆହୁରି ମଜବୁତ କରି ଚାଲିଥିବ ।”

 

SR