Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାତ୍ମା ଫୁଲେଙ୍କୁ ଜୟନ୍ତୀ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଫୁଲେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞଳି ଅର୍ପଣ କରିଛନ୍ତି ।

‘‘ମହାତ୍ମା ଫୁଲେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞଳି । ସମାଜ ସଂସ୍କାର ଦିଗରେ ତାଙ୍କର ଅବିରାମ ଓ ଅଗ୍ରଣୀ କାର୍ଯ୍ୟ ନିଷ୍ପେସିତ ବର୍ଗର କଲ୍ୟାଣ ପାଇଁ ବିଶେଷ ଭାବେ ସହାୟକ ହୋଇଥିଲା ।

ନାରୀ ସମାଜର ଉନ୍ନତି ଏବଂ ଯୁବବର୍ଗକୁ ଶିକ୍ଷିତ କରିବା ଦିଗରେ ତାଙ୍କର ଅବିରତ ପ୍ରୟାସ ଓ ପ୍ରତିବଦ୍ଧତା ରହିଥିଲା’’, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***