Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାତ୍ମା ଫୁଲେଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ମହାତ୍ମା ଫୁଲେଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

“ମହାତ୍ମା ଫୁଲେଙ୍କ ଜନ୍ମବାର୍ଷିକୀରେ ମୁଁ ତାଙ୍କୁ ପ୍ରଣାମ ଜଣାଉଛି । ସାମାଜିକ ସଂସ୍କାର, ମହିଳା ସଶକ୍ତିକରଣ ଓ ଶିକ୍ଷାକୁ ନେଇ ତାଙ୍କ ନିଃସ୍ୱାର୍ଥପର ପ୍ରୟାସ ଏକ ରୁପାନ୍ତରକାରୀ ପ୍ରଭାବ ପକାଇଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।