Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାନ ଚିତ୍ରକାର ଶ୍ରୀ ସଏଦ ହାଇଦର ରାଜାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିତ୍ରକଳା ଜଗତର କିମ୍ବଦନ୍ତୀ ପୁରୁଷ ଶ୍ରୀ ସଏଦ ହାଇଦର ରାଜାଙ୍କ ବିୟୋଗରେ ଗଭୀର ଦୁଃଖ ଓ ଶୋକ ପ୍ରକଟ କରିଛନ୍ତି ।

“ସର୍ବଜନବିଦିତ ମହାନ ଚିତ୍ରକାର ସଏଦ ହାଇଦର ରାଜାଙ୍କ ମୃତ୍ୟୁରେ ଗଭୀର ଦୁଃଖିତ ଓ ମର୍ମାହତ । ଚିତ୍ରକଳା ଦୁନିଆକୁ ତାଙ୍କରି ଅବଦାନ ଚିର ସ୍ମରଣୀୟ ରହିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********