Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାପରିନିର୍ବାଣ ଦିବସରେ ଡଃ ବାବାସାହେବ ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ମହାପରିନିର୍ବାଣ ଦିବସ ଅବସରରେ ଡଃ ବାବାସାହେବ ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଡଃ ବାହାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଅବସରରେ ମୁଁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ମୁମ୍ବାଇର ଚୈତ୍ୟ ଭୂମିରେ ପ୍ରାର୍ଥନା କରିଥିବାରୁ ମୁଁ ନିଜକୁ ଅତ୍ୟନ୍ତ ଧନ୍ୟ ମନେକରୁଛି । ଏହି ଗସ୍ତ ସମୟର କିଛି ଫଟୋ ବାଣ୍ଟିବାକୁ ଚାହୁଁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

*****