ପିଏମଇଣ୍ଡିଆ
ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।
‘‘ଦେବଦେବ ଜଗନ୍ନାଥ ସୁରାସୁରନମସ୍କୃତ ।
ପୂଣ୍ୟଶ୍ଳୋକାବ୍ୟୟାନନ୍ତ ପରମାତ୍ମନ୍ନମୋସ୍ତୁ ତେ ।।’’
ଶ୍ରୀ ମୋଦୀ ମଧ୍ୟ ଆଶା ବ୍ୟକ୍ତ କରିଥିଲେ ଯେ ଭଗବାନ ଜଗନ୍ନାଥଙ୍କ ଦିବ୍ୟ କୃପା ସମସ୍ତ ଦେଶବାସୀଙ୍କ ଜୀବନରେ ନୂତନ ଶକ୍ତି ସଞ୍ଚାର କରିବ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ, ମୁଁ କାମନା କରୁଛି ଯେ ତାଙ୍କର ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ସବୁଦିନ ପାଇଁ ରହୁ। ତାଙ୍କର ଦିବ୍ୟ କୃପା ସମସ୍ତ ଦେଶବାସୀଙ୍କ ଜୀବନରେ ନୂତନ ଶକ୍ତି ସଞ୍ଚାର କରୁ।
‘‘ଦେବଦେବ ଜଗନ୍ନାଥ ସୁରାସୁରନମସ୍କୃତ ।
ପୂଣ୍ୟଶ୍ଳୋକାବ୍ୟୟାନନ୍ତ ପରମାତ୍ମନ୍ନମୋସ୍ତୁ ତେ ।।’’
HS
महाप्रभु जगन्नाथ की रथ यात्रा के पावन अवसर पर मेरी कामना है कि उनका आशीर्वाद हम सभी पर सदैव बना रहे। उनकी दिव्य कृपा से सभी देशवासियों के जीवन में नई ऊर्जा का संचार हो।
— Narendra Modi (@narendramodi) July 16, 2026
देवदेव जगन्नाथ सुरासुरनमस्कृत।
पुण्यश्लोकाव्ययानन्त परमात्मन्नमोऽस्तु ते॥ pic.twitter.com/QkEmjTPlS3