Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାବୀର ଜୟନ୍ତୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାବୀର ଜୟନ୍ତୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ମହାବୀର ଜୟନ୍ତୀର ଶୁଭକାମନା । ଆମେ ଭଗବାନ ମହାବୀରଙ୍କ ପବିତ୍ର ବାଣୀକୁ ସ୍ମରଣ କରୁଛୁ ଯାହାକି ପ୍ରତ୍ୟେକ ପିଢିକୁ ମାର୍ଗଦର୍ଶନ ଦେଇ ଚାଲିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****