Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାବୀର ଜୟନ୍ତୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭଗବାନ ମହାବୀରଙ୍କ ବାର୍ତ୍ତା ଆମକୁ ଶାନ୍ତି ଏବଂ ଆତ୍ମ-ଶୃଙ୍ଖଳାର ଶିକ୍ଷା ପ୍ରଦାନ କରୁଛି । ମହାବୀର ଜୟନ୍ତୀର ଶୁଭ ଅବସରରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆମ ପ୍ରଚେଷ୍ଟାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

 

**********

TRP/