Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାମହିମ ଶେଖ ସୁଲତାନ ବିନ ଜାୟେଦ ଅଲ ନାହ୍ୟାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


 

 

ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ ସୁଲତାନ ବିନ ଜାୟେଦ ଅଲ ନାହ୍ୟାନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମହାମହିମ ଶେଖ ଖଲିଫା ବିନ ଜାୟେଦ ଅଲ ନାହ୍ୟାନଙ୍କୁ ପଠାଇଥିବା ଏକ ଶୋକ ବାର୍ତ୍ତାରେ ଶ୍ରୀ ମୋଦୀ ଏହି ଦୁଃଖଦ ମୁହୂର୍ତ୍ତରେ ଆମେ ଅଲ ନାହ୍ୟାନ ପରିବାର ଓ ୟୁଏଇର ଜନସାଧାରଣଙ୍କୁ ସହାନୁଭୂତି ଜଣାଉଛୁ ବୋଲି କହିଛନ୍ତି