Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାରାଜା ବୀର ବିକ୍ରମ କିଶୋର ଦେବବର୍ମା ମାଣିକ୍ୟ ବାହାଦୂରଙ୍କ ଜୟନ୍ତୀ ଅବସରରେ ତ୍ରିପୁରାବାସୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରାର ଲୋକମାନଙ୍କୁ ମହାରାଜା ବୀର ବିକ୍ରମ କିଶୋର ଦେବବର୍ମା ମାଣିକ୍ୟ ବାହାଦୂରଙ୍କ ଜୟନ୍ତୀ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।

“ତ୍ରିପୁରାର ଲୋକମାନେ ମହାରାଜା ବୀର ବିକ୍ରମ କିଶୋର ଦେବବର୍ମା ମାଣିକ୍ୟ ବାହାଦୂରଙ୍କ ଜୟନ୍ତୀକୁ ଉତ୍ସାହ ଏବଂ ଉଦ୍ଦୀପନାର ସହ ପାଳନ କରୁଥିବା ଜାଣି ମୁଁ ଆନନ୍ଦିତ ।

ତ୍ରିପୁରାର ବିକାଶ କ୍ଷେତ୍ରରେ ମହାରାଜା ବୀର ବିକ୍ରମ କିଶୋର ଦେବବର୍ମା ମାଣିକ୍ୟ ବାହାଦୂରଙ୍କ ବଳିଷ୍ଠ ଯୋଗଦାନ କେବେ ଭୁଲି ହେବ ନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

******