ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ମହା ଶିବରାତ୍ରୀ ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ମହା ଶିବରାତ୍ରୀର ପବିତ୍ର ପର୍ବରେ ସବୁ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
महाशिवरात्रि के पावन पर्व की सभी देशवासियों को ढेरों शुभकामनाएं।
— Narendra Modi (@narendramodi) February 13, 2018
Greetings on the auspicious occasion of Mahashivratri.