Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହିଳା ଦିବସରେ ନାରୀ ଶକ୍ତିକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା ଦିବସରେ ନାରୀ ଶକ୍ତିକୁ ଅଭିନନ୍ଦନ ଜଣାଇଛନ୍ତି ।

“ମହିଳା ଦିବସରେ ନାରୀ ଶକ୍ତିକୁ ଅଭିନନ୍ଦନ । ମହିଳାଙ୍କ ସଫଳତା ପାଇଁ ଆମେ ଗର୍ବିତ । ଭାରତ ଏବେ ମହିଳା ବିକାଶରୁ ମହିଳା ନେତୃତ୍ଵାଧୀନ ବିକାଶ ଆଡକୁ ଅଗ୍ରସର ହେଉଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***