Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହିଳା 50 ମିଟର ରାଇଫଲ 3 ପୋଜିସନ ବର୍ଗରେ ସ୍ଵର୍ଣ୍ଣ ବିଜେତା ତେଜସ୍ଵିନୀ ସାୱନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା 50 ମିଟର ରାଇଫଲ 3 ପୋଜିସନ ବର୍ଗରେ ସ୍ଵର୍ଣ୍ଣ ପଦକ ବିଜେତା ତେଜସ୍ଵିନୀ ସାୱନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଦୁଇ ଦିନରେ ଦୁଇଟି ପଦକ! ମହିଳା 50 ମିଟର ରାଇଫଲ 3 ପୋଜିସନ ବର୍ଗରେ ସ୍ଵର୍ଣ୍ଣ ପଦକ ଜିଣିଥିବା ତେଜସ୍ଵିନୀ ସାୱନ୍ତଙ୍କୁ ଅଭିନନ୍ଦନ । ଆମେ ଆହୁରି ମଧ୍ୟ ଆନନ୍ଦିତ ଯେ, ରାଜ୍ୟ ଗୋଷ୍ଠୀ କ୍ରୀଡାର ଫାଇନାଲରେ ସେ ରେକର୍ଡ ସ୍ଥାପନ କରିଛନ୍ତି” ।

***