ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାନବ ଚାଲାଣ (ନିରାକରଣ, ସୁରକ୍ଷା ଏବଂ ଥଇଥାନ) ଆଇନ, 2018 ସଂସଦରେ ଉପସ୍ଥାପନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ଏହି ଆଇନରେ ନିମ୍ନୋକ୍ତ ବୈଶିଷ୍ଟ୍ୟ ରହିଛି:-
ଏଠାରେ ସୂଚନାଯୋଗ୍ୟ ମାନବ ଚାଲାଣ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରୁଥିବା ସବୁଠୁ ବଡ଼ ସଂଗଠିତ ଅପରାଧ । ଏହି ଅପରାଧର ମୁକାବିଲା କରିବା ଲାଗି ବର୍ତ୍ତମାନ ସୁଦ୍ଧା କୌଣସି ସ୍ୱତନ୍ତ୍ର ଆଇନ ନାହିଁ । ଏହାକୁ ଦୃଷ୍ଟିରେ ରଖି ମାନବ ଚାଲାଣ (ନିରାକରଣ, ସୁରକ୍ଷା ଏବଂ ପୁନର୍ବାସ) ଆଇନ, 2018 ପ୍ରସ୍ତୁତ କରାଯାଇଛି ।
***********