Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଆଁମାର ସାମରିକ ବିମାନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ଜଣାଇଲେ ଦୁଃଖ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଆଁମାରର ସାମରିକ ପରିବହନ ବିମାନ ଦୁର୍ଘଟଣାରେ ମର୍ମାହତ ହୋଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

“ମିଆଁମାରର ସାମରିକ ପରିବହନ ବିମାନ ଦୁର୍ଘଟଣାରେ ଗଭୀର ଭାବେ ବ୍ୟଥିତ । ବିମାନର ଭଗ୍ନାବଶେଷ ସନ୍ଧାନରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଭାରତ ସର୍ବଦା ପ୍ରସ୍ତୁତ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********