Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଲାଦ-ଉନ-ନବି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଆଜି ମିଲାଦ-ଉନ-ନବି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମିଲାଦ-ଉନ-ନବି ଅବସରରେ ଅଭିନନ୍ଦନ । ପ୍ରଫେଟ ମହମ୍ମଦଙ୍କ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ, ଏହି ଦିବସ ସମାଜରେ ଏକତା ଓ କରୁଣାର ଭାବନାକୁ ବୃଦ୍ଧି କରୁ । ସବୁଆଡେ ଶାନ୍ତି ବିରାଜମାନ କରୁ ।”

********