Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଲାଦ-ଉନ-ନବୀ ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ମିଲାଦ-ଉନ-ନବୀ ପାଳନ ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ମିଲାଦ-ଉନ-ନବୀ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ବିଶେଷ ମୂହୁର୍ତ୍ତ ଆମ ସମାଜରେ ଏକତା ଓ ସଂପ୍ରୀତିର ଭାବନାକୁ ଆହୁରି ଦୃଢୀଭୂତ କରୁ ଏବଂ ସର୍ବଦା ଶାନ୍ତି ଓ ସମୃଦ୍ଧି ବିରାଜମାନ ହେଉ”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।