ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଲାଦ-ଉନ-ନବୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବ ଏବଂ ଚାରିଆଡେ ଆନନ୍ଦ ବିସ୍ତାର କରିବ। ସେ ଏହା ମଧ୍ୟ କାମନା କରିଥିଲେ ଯେ ଦୟା ମନୋଭାବ ଏବଂ ସମାଜକୁ ପ୍ରତିଦାନ ଦେବା ସର୍ବଦା ସମସ୍ତଙ୍କୁ ମାର୍ଗଦର୍ଶନ କରିବ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଇଦ୍ ମୁବାରକ୍!
ମିଲାଦ-ଉନ-ନବୀ ଅବସରରେ ଶୁଭେଚ୍ଛା। ମୁଁ ଆଶା କରୁଛି ଯେ ଏହି ଅବସରରେ ଆମ ଚାରିପାଖରେ ଏକତା ଏବଂ ଆନନ୍ଦ ବୃଦ୍ଧି ପାଇବ। ଦୟା ଏବଂ ସମାଜକୁ ପ୍ରତିଦାନ ଦେବାର ଭାବନା ସର୍ବଦା ଆମକୁ ମାର୍ଗଦର୍ଶନ କରୁ।
HS
Eid Mubarak!
— Narendra Modi (@narendramodi) August 26, 2026
Greetings on Milad-un-Nabi. I hope this occasion furthers togetherness and joy all around us. May the spirit of kindness and giving back to society always guide us.