Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୁମ୍ବାଇରେ ଗ୍ଲୋବାଲ ଫିନଟେକ୍‍ ଫେଷ୍ଟ (ଜିଏଫ୍ଏଫ୍) ୨୦୨୬ର ଉଦଘାଟନ ଅବସରରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ମୁମ୍ବାଇରେ ଗ୍ଲୋବାଲ ଫିନଟେକ୍‍ ଫେଷ୍ଟ (ଜିଏଫ୍ଏଫ୍) ୨୦୨୬ର ଉଦଘାଟନ ଅବସରରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଗ୍ଲୋବାଲ ଫିଣ୍ଟେକ୍ ଫେଷ୍ଟ (ଜି. ଏଫ୍. ଏଫ୍.) ୨୦୨୬ର ଉଦଘାଟନ ଅବସରରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି।

ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ମୁମ୍ବାଇରେ ଗ୍ଲୋବାଲ ଫିନଟେକ୍‍ ଫେଷ୍ଟ ୨୦୨୬ କୁ ସମ୍ବୋଧିତ କରିଥିଲେ।

ଭାରତର ଉଲ୍ଲେଖନୀୟ ଫିନଟେକ୍‍ ଯାତ୍ରା ଏବଂ ୟୁ. ପି. ଆଇ. ର ସଫଳତା ବିଷୟରେ ଆଲୋଚନା କରିଥିଲେ।

ୟୁ. ପି. ଆଇ. ର ବୈଶ୍ୱିକ ପଦଚିହ୍ନକୁ ବିସ୍ତାର କରିବା।

ଋଣ, ବୀମା, ସଞ୍ଚୟ, ନିବେଶ ଏବଂ ପେନସନ ଭଳି ପେମେଣ୍ଟ ବ୍ୟତୀତ ଫିନଟେକକୁ ଗ୍ରହଣ କରିବା।

ଏଜେଣ୍ଟିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଟୋକେନାଇଜେଶନ ଏବଂ କ୍ୱାଣ୍ଟମକୁ ଉପଯୋଗ କରିବା।

ଶୀର୍ଷସ୍ତରୀୟ ସାଇବର ସୁରକ୍ଷା ଏବଂ ନୈତିକ ତଥ୍ୟ ସୁରକ୍ଷା।

ଶୀର୍ଷସ୍ତରୀୟ ସାଇବର ସୁରକ୍ଷା ଏବଂ ନୈତିକ ତଥ୍ୟ ସୁରକ୍ଷା।

“ଭାରତର ରିଫର୍ମ ଏକ୍ସପ୍ରେସ୍ କେବଳ ଅଧିକ ବେଗ ସଂଗ୍ରହ କରିବ”

“ଭାରତର ଫିନଟେକ୍‍ କ୍ଷେତ୍ର ପାଇଁ ଚାରୋଟି ପ୍ରାଥମିକତା ବାଣ୍ଟିଥିଲେ।”

HS