Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମେଘାଳୟର ପୂର୍ବତନ ରାଜ୍ୟପାଳ ମିଷ୍ଟର ଏମ.ଏମ.ଜାକବଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


ମେଘାଳୟର ପୂର୍ବତନ ରାଜ୍ୟପାଳ ମିଷ୍ଟର ଏମ.ଏମ.ଜାକବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।

“ମେଘାଳୟର ପୂର୍ବତନ ରାଜ୍ୟପାଳ ମିଷ୍ଟର ଏମ.ଏମ.ଜାକବଙ୍କ ବିୟୋଗରେ ମୁଁ ମର୍ମାହତ । ସାଂସଦ, ମନ୍ତ୍ରୀ ଏବଂ ରାଜ୍ୟପାଳ ଭାବେ ଦେଶ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । କେରଳର ବ୍ୟାପକ ବିକାଶ ଦିଗରେ ସେ କାର୍ଯ୍ୟ କରିଛନ୍ତି । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଓ ଶୁଭଚିନ୍ତକଙ୍କ ପ୍ରତି ମୋର ସହାନୁଭୂତି ରହିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********