Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ଭାରତ ଗସ୍ତ ଅବସରରେ ହୋଇଥିବା ରାଜିନାମା


 

1

ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୁଝାମଣା

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗ

2

ଚିକିତ୍ସା ଉତ୍ପାଦର ସୁରକ୍ଷା କ୍ଷେତ୍ରରେ ବୁଝାମଣା

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧୀୟ ମାନକ ନିୟନ୍ତ୍ରକ ସଂଗଠନ

ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗର ଖାଦ୍ୟ ଏବଂ ଔଷଧୀୟ ପ୍ରଶାସନ

3

ସହଯୋଗ ପତ୍ର

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଏବଂ ଏକଜନମୋବିଲ ଇଣ୍ଡିଆ ଏଲଏନଜି ଲିମିଟେଡ

ଚାର୍ଟ ଇଣ୍ଡଷ୍ଟ୍ରିସ ଇଙ୍କ

କ୍ରମିକ ସଂଖ୍ୟା ଶୀର୍ଷକ ଭାରତ ପକ୍ଷର ପ୍ରମୁଖ ବିଭାଗ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷର ପ୍ରମୁଖ ବିଭାଗ

 

**********