ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି, ଯେଉଁଥିରେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀ କିପରି ନିଶାମୁକ୍ତ ଭାରତ ଗଠନରେ ଏକ ପ୍ର୍ରମୁଖ ପଦକ୍ଷେପ ହୋଇପାରିଛି ସେ ଉପରେ ବର୍ଣ୍ଣନା କରାଯାଇଛି ।
କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ଏକ୍ସରେ କରିଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;
“କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ଯୁବ ଆଧ୍ୟାତ୍ମିକ ସମ୍ମିଳନୀ କିପରି ନିଶାମୁକ୍ତ ଭାରତ ଗଠନରେ ଏକ ପ୍ରମୁଖ ପଦକ୍ଷେପ ହୋଇପାରିଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଏହାକୁ ନିଶ୍ଚୟ ପଢ଼ନ୍ତୁ!”
SR
Union Minister Dr. @mansukhmandviya elaborates on how the Yuva Spiritual Summit marks a major step in building a drug-free India. Have a read! https://t.co/dZFXjYNgzR
— PMO India (@PMOIndia) July 19, 2025