Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯୋଗାଯୋଗ କ୍ଷେତ୍ରରେ ସହଯୋଗ ନେଇ ଭାରତ କାମ୍ବୋଡିଆ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


 

ଯୋଗାଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ କମ୍ବୋଡିଆ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମିଟି ମଞ୍ଜୁରି ପ୍ରଦାନ କରିଛନ୍ତି । 2019 ମାର୍ଚ୍ଚ ମାସରେ କମ୍ବୋଡିଆଠାରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

ପ୍ରଭାବ:

ଏହି ବୁଝାମଣା ସ୍ୱାକ୍ଷରିତ ହେବା ଯୋଗୁ ଭାରତ ଓ କମ୍ବୋଡିଆ ମଧ୍ୟରେ ଯୋଗାଯୋଗ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଓ ବୁଝାମଣା ସୁଦୃଢ଼ ହେବ ।