ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଅବସରରେ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ପର୍ବ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ସଫଳତା ଆଣିବ ବୋଲି ଶ୍ରୀ ମୋଦୀ କାମନା କରିଥିଲେ। ରକ୍ଷାବନ୍ଧନ ମାଧ୍ୟମରେ ପାଳନ କରାଯାଉଥିବା ପ୍ରେମ, ସ୍ନେହ ଏବଂ ପାରସ୍ପରିକ ବିଶ୍ୱାସର ବନ୍ଧନ ସବୁଦିନ ପାଇଁ ସୁଦୃଢ଼ ଏବଂ ଅତୁଟ ରହୁ ବୋଲି ସେ ପ୍ରାର୍ଥନା କରିଥିଲେ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଆପଣଙ୍କୁ ରକ୍ଷାବନ୍ଧନର ବହୁତ ଶୁଭେଚ୍ଛା।
ଏହି ପବିତ୍ର ପର୍ବ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସଫଳତା ଆଣନ୍ତୁ।
ସ୍ନେହ, ନିଜସ୍ୱତା ଏବଂ ପାରସ୍ପରିକ ବିଶ୍ୱାସର ସୂତ୍ର ସର୍ବଦା ଅତୁଟ ରହୁ, ତାହା ହିଁ ଇଚ୍ଛା।
HS
रक्षाबंधन की बहुत-बहुत शुभकामनाएं।
— Narendra Modi (@narendramodi) August 28, 2026
यह पावन पर्व आप सभी के जीवन में खुशहाली, समृद्धि और सफलता लेकर आए।
स्नेह, अपनत्व और आपसी विश्वास की डोर सदैव अटूट बनी रहे, यही कामना है। pic.twitter.com/bfH7GRVwUe