ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରକ୍ଷା ବନ୍ଧନ ଅବସରରେ ଦେଶର ଜନସାଧାରଣଙ୍କୁ ଶୁଭକାମନା ଜଣାଇଛନ୍ତି ।
“ରକ୍ଷା ବନ୍ଧନ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା” ।
ରକ୍ଷା ବନ୍ଧନର ପବିତ୍ର ଅବସରରେ ଶୁଭକାମନା, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
रक्षाबंधन की आप सभी को हार्दिक शुभकामनाएं।
— Narendra Modi (@narendramodi) August 15, 2019
Greetings on the auspicious occasion of Raksha Bandhan.