Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇଲେ ଝିଅ ଓ ମହିଳା


ପବିତ୍ର ରକ୍ଷା ବନ୍ଧନ ଅବସରରେ ସମାଜର ବିଭିନ୍ନ ବର୍ଗର ଝିଅ ଓ ମହିଳାମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରିଛନ୍ତି । ସେମାନେ ସ୍ନେହର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଛୋଟ ପିଲାମାନଙ୍କୁ ଆଶୀର୍ବାଦ ଦେବା ସହିତ ସମସ୍ତଙ୍କୁ ରକ୍ଷା ବନ୍ଧନର ଅଶେଷ ଶୁଭକାମନା ଜଣାଇଥିଲେ ।

******