Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରମଜାନ ପର୍ବ ଅବସରରେ ମୁସଲିମ ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରମଜାନ ଅବସରରେ ମୁସଲିମ ସଂପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି ।

“ପବିତ୍ର ରମଜାନ ମାସ ଆରମ୍ଭ ହେଉଥିବା ପରୀପ୍ରେକ୍ଷୀରେ ମୁଁ ମୁସଲିମ ସଂପ୍ରଦାୟକୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆମ ସମାଜରେ ଏହି ପର୍ବ ଭ୍ରାତୃତ୍ୱଭାବର ବନ୍ଧନ ଏବଂ ସଂପ୍ରୀତିର ଉଦ୍ଦୀପନାକୁ ଦୃଢୀଭୂତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********